Hi, Hello I am Saroj Pradhan

ମୋର ଏହି ଚ୍ୟାନେଲ ହେଉଛି All Types Travel, Tourist Places, Vlogging, Local Places, & food With Budget information details Channel Completely ଓଡ଼ିଆରେ । ମୋର ଏ ଚ୍ୟାନେଲ୍‌ ବନାଇବାର ମୂଳ ଲକ୍ଷ୍ୟ ହେଉଛି କିଛି Information (ଓଡ଼ିଶା ବାହାରେ ଥ‌ିବା ବିଭିନ୍ନ ସ୍ଥାନର କିମ୍ବା ଓଡ଼ିଶାର ) ମୋ video ମାଧ୍ୟମରେ Share କରିବା ପାଇଁ । ଯଦି ଆପଣମାନଙ୍କୁ ମୋର ସବୁ Video ଗୁଡ଼ିକ ଭଲ ଲାଗୁଛି ମୋ Channel କୁ ଏବେ ହିଁ Subscribe କରନ୍ତୁ | Informational Video



Keep Support Me..
SAROJ PRADHAN (PURI) ODISHA..🌿🌍

JAY JAGANNATH ⭕‼️⭕🙏