ଆପଣମାନଙ୍କ ପାଇଁ ଏକ ଅଭିନବ ସୂଚନା : ABBA ASSEMBLY ଦ୍ୱାରା ପ୍ରସ୍ତୁତ କେତେକ ମନଛୁଆଁ ସାପ୍ତାହିକ କାର୍ଯ୍ୟକ୍ରମ YOUTUBE ଚାନେଲ ମାଧ୍ୟମରେ ଅତିଶୀଘ୍ର ପ୍ରସାରଣ ହେବାକୁ ଯାଉଅଛି I ନିଶ୍ଚୟ ଦେଖିବେ........

ସ୍ରଷ୍ଟା ଙ୍କୁ ନିଜର ପିତା ବୋଲି ଜାଣିବା ହିଁ ମନୁଷ୍ୟର ଶ୍ରେଷ୍ଠ କର୍ତ୍ତବ୍ୟ କର୍ମ। ଆବ୍ବା ! , ପିତଃ , ବୋଲି ଈଶ୍ୱରଙ୍କୁ ସମ୍ବୋଧନ କରିବା ଦ୍ୱାରା ଏକ ନିବିଡ ସମ୍ପର୍କ ଆସିଥାଏ।
ଏହି Chanel ମାଧ୍ୟମରେ ଈଶ୍ୱରଙ୍କ ବାକ୍ୟ ଆପଣଙ୍କ ପାଖରେ ପହଞ୍ଚି ପାରିବ , ଏହା ଆମ୍ଭମାନଙ୍କର ପ୍ରୟାସ। ଈଶ୍ୱର ଆପଣଙ୍କୁ ଆଶିର୍ବାଦ କରନ୍ତୁ ।
"...ଆଉ ତୁମ୍ଭେମାନେ ପୁତ୍ର..... ସେହି ଆତ୍ମା ଆବ୍ବା, ପିତଃ, ବୋଲି ଡାକନ୍ତି।"
ଗାଲା. 4:6