Tapu's Home Kitchen

ଏହି Channel ଟି ମୋର ସବୁ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଇଁ ଖାସ କରି ଯେଉଁମାନେ ଖାଦ୍ୟ ତିଆରି କରିବାରେ ନୂଆ ଅଟନ୍ତି I ଏହି Channel ରେ ଆପଣ ସମସ୍ତ ପ୍ରକାରର ଘରୋଇ ଖାଇବା ସହ Indian, Chinese ଖାଦ୍ୟର Recipe ଅତି ସହଜରେ ପାଇପାରିବେ I ଆମ ମାତୃ ଭାଷା ଓଡ଼ିଆ, ସେଥିପାଇଁ ଖାଦ୍ୟ ବନାଇବା ପ୍ରସ୍ତୁତିକୁ ମୁଁ ଓଡ଼ିଆରେ ହିଁ ବୁଝାଇଛି l ଯାହା ଦ୍ଵାରା ମୋର ସବୁ ଓଡ଼ିଆ ଭାଇ, ଭଉଣୀ , ମାଆ ଓ ମାଉସୀ ମାନଙ୍କୁ ବୁଝିବା ସହଜ ହେବ I ଯଦି ମୋର ଖାଦ୍ୟ ପ୍ରସ୍ତୁତି କିମ୍ବା ବୁଝାଇବା ଶୈଳୀରେ କୌଣସି ପ୍ରକାରର ତ୍ରୁଟି ରହୁଥାଏ ମୋତେ Commentsରେ ଜଣାଇବେ, ଯାହା ଦ୍ଵାରା ଆଗକୁ ମୋର ତ୍ରୁଟିକୁ ମୁଁ ସୁଧାରି ନେବି I ଆଉ ଆପଣଙ୍କ ଠାରୁ ଏତିକି ଆଶା ରଖିବି ମୋର Video ଦେଖିବା ସହିତ Channelକୁ Subscribe କରି ମତେ ଆଗକୁ ବଢିବା ପାଇଁ ସାହାଯ୍ୟ କରିବେ I ଯେଉଁମାନେ ମତେ Support କରୁଛନ୍ତି ସେମାନଙ୍କୁ ମୋର ଅଶେଷ ଧନ୍ୟବାଦ I "ଜୟ ଶ୍ରୀ କୃଷ୍ଣ"