PriyaShree Food&Fashion

Welcome to PriyaShree Food&Fashion. We are delighted to have you with us. This channel is dedicated to Food and Recipes. All our recipes are 100% Vegetarian. However its not limited to any cuisine. You will find food from all corners of The World. We value your time and trying to give you more information with less time. Our recipe is to encourage you to cook and inspire other to cook. SUBSCRIBE to PriyaShree Food&Fashion for some amazing food recipes. We have recipes on Exotic Indian Curries, Breads, Desserts, Snacks, Baking.

ପ୍ରିୟାଶ୍ରୀ ଫୂଡ଼ଆଣ୍ଡଫେଶନ ଆପଣଙ୍କୁ ସ୍ୱାଗତ ଜଣାଉଛି | ଆପଣଙ୍କୁ ଆମ ଚାଁନେଲ ରେ ପାଇ ଆମେ ବହୁତ ଖୁସି | ଆମ ଚାଁନେଲ ଟି ରୋଷେଇ ଆଉ ରାନ୍ଧଣା କୁ ନେଇ ବନା ହୋଇ ଅଛି | ଏଇଠି ଆପଣ ଦେଶ ବିଦେଶ ର ବହୁତ ଭଲ ଭଲ ରୋଷେଇ ଶିଖି ପାରିବେ ଆଉ ନୂଆ ଖାଦ୍ୟ ବିଷୟରେ ଜାଣି ପାରିବେ | ଆମ ଚାଁନେଲ ରେ ଆମେ ବହୁତ ଓଡ଼ିଆ ରୋଷେଇ ମଧ୍ୟ କରିଛୁ ଯାହା ଆପଣଙ୍କୁ ଭଲ ଲାଗିବ ବୋଲି ଆମର ଆଶା | ଅଳ୍ପ ସାମଗ୍ରୀ ରେ କେମିତି ସୁଆଦିଆ ରୋଷେଇ କରିବେ ତାହା ଆପଣ ଏଇ ଚାଁନେଲ ରେ ଜାଣି ପାରିବେ |ଆମ ଚାଁନେଲ କୁ SUBSCRIBE କରନ୍ତୁ ଆଉ ନିଜ ପରିବାର ଆଉ ସାଙ୍ଗ ମାନଙ୍କ ମଧ୍ୟରେ SHARE କରନ୍ତୁ |