Mr sahoo musical express

ll ଜୟ ଜଗନ୍ନାଥ , ଜୟ ଓଡିଶା ll ଆପଣ ମାନଙ୍କୁ ଏହି channel ଦ୍ୱାରା ସ୍ୱାଗତ କରୁଛି | channel ର playlist କୁ ଯାଇ ସବୁ video ଦେଖିପାରିବେ | ଆଶା କରୁଛି video ଗୁଡିକ ଭଲ ଲାଗୁଥିବ | ଯଦି video ଗୁଡିକ ଟିକେ ବି ଭଲ ଲାଗୁଛି ,video ଗୁଡିକୁ like କରନ୍ତୁ , ସାଙ୍ଗ ମାନଙ୍କ ସହ share କରନ୍ତୁ ଓ channel କୁ subscribe କରିଦିଅନ୍ତୁ | ଏହି channel କୁ support କରି channel କୁ ଆଗେଇନିଅନ୍ତୁ | ଆଗକୁ ଏହିପରି video post କରାଯିବ ସେଥି ପର୍ଯନ୍ତ ଖୁସି ରେ ଥାଆନ୍ତୁ ନମସ୍କାର 🙏🙏🙏 , ଜୟ ଜଗନ୍ନାଥ ଜୟ ଓଡିଶା |