@RINKY LIFE STYLE 🥰

ଜୟ ଜଗନ୍ନାଥ ⭕‼️⭕🙏🙏🙏 ଓଡିଶା, ମୟୁରଭଞ୍ଜ
ମୁଁ ରିଙ୍କି ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୋର ଚ୍ୟାନେଲକୁ ମୁଁ ଭଞ୍ଜ ମାଟିର ଝିଅ ମୟୁରଭଞ୍ଜ ରେ ମୋର ଘର ମୁଁ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ⭕‼️⭕ ଙ୍କ ଲୀଳା ମୟ ଜୀବନ ଓ କରୁଣାମୟ କାହାଣୀ ର କିଛି କିଛି ଅଂଶ ଭିଡିଓ ମାଧ୍ୟମ ରେ ପ୍ରଦର୍ଶନ କରିବା ସହିତ ମୁଁମୋର ନିତି ଦିନିଆ ଜୀବନ ଶୈଳୀକୁ କିଛି ମୁହୂର୍ତ ଆପଣ ମାନଙ୍କ ସମ୍ମୁଖରେ ଭିଡିଓ ମାଧ୍ୟମରେ ଉପସ୍ଥାପନା କରୁଛି🌻🌻🌻
ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ 😊😊😊
ବଡମାନଙ୍କର ଆଶ୍ରୀର୍ବାଦଏବଂ ସାନ ମାନଙ୍କ ଭଲ ପାଇବା ମୋ ଉପରେ ଏମିତି ସଦାସର୍ବଦା ରଖିଥାନ୍ତୁ.
ଏବଂ ମୁଁ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ⭕‼️⭕ଙ୍କ ପାଖରେ ମୋର ଏତିକି ଵିନତୀ ଆପଣ ଏବଂ ଆପଣଙ୍କ ପରିବାର ରେ ସମସ୍ତ ସଦସ୍ୟ ତଥା ସଦସ୍ୟା ମାନଙ୍କୁ ନିରୋଗୀ ଏବଂ ଦୀର୍ଘାୟୁ କରନ୍ତୁ
please LIKE, SHARE, SUBSCRIBE🙏🌻🌻😊

🙏ଧନ୍ୟବାଦ 🙏 ଜୟ ଜଗନ୍ନାଥ ⭕‼️⭕
my Instagram id - iamrinky---offical